http://krantikhadu.blogspot.com/2021/05/blog-post.html Get link Facebook X Pinterest Email Other Apps May 15, 2021 Get link Facebook X Pinterest Email Other Apps Comments
କ୍ରାନ୍ତିଖଡୁ ନ୍ୟୁଜ :-ପକ୍ଷୀ ଙ୍କ ପାଇଁ ପାଣି ବ୍ୟବସ୍ଥା (ରିଙ୍କୁ ଦେବତା ଙ୍କ ରିପୋର୍ଟ ) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଯୁବାଖୋଲ ଗ୍ରାମ ର ଦୁଇ ଯୁବକ ଆଶିଷ ଜ୍ୟୋତିଷ ଏବଂ ରୂପା ସାହୁ ଏକ ନିଆରା ଉଦ୍ୟମ କରିଛନ୍ତି।ପଶୁ ପକ୍ଷୀ ଙ୍କ ପାଇଁ ବିଭିନ୍ନ ସ୍ଥାନରେ ଜଳପାତ୍ର ରଖି ଚର୍ଚ୍ଚା କୁ ଆସିଛନ୍ତି। ସେମାନେ ଗଛ ମାନଙ୍କ ରେ ମାଟିପାତ୍ର, ବୋତଲ, ମାଠିଆ ବାନ୍ଧି ନିୟମିତ ରୂପେ ସେଥିରେ ପାଣି ଭର୍ତ୍ତି କରୁଥିବା ଦେଖାଯାଉଛି। ଯୁବକ ମାନଙ୍କ ଏତାଦୃଶ ପ୍ରୟାସ କୁ ଲୋକେ ପ୍ରଶଂସା କରୁଛନ୍ତି। May 31, 2021 Read more
ନମସ୍କାର🙏 "କ୍ରାନ୍ତିଖଡୁ " ପରିବାରକୁ ଆପଣ ଙ୍କୁ ସ୍ଵାଗତ। ଆମ ନ୍ୟୁଜ୍ ପେପର ଆର.ଏନ .ଆଇ ନ୍ୟୁ ଦିଲ୍ଲୀ ରୁ ନାମ ପଞ୍ଜିକୃତ ହୋଇଯାଇଅଛି ଏହା ସହିତ RNI ତରଫରୁ RNI T.C ODIODI07970 ପ୍ରାପ୍ତ ହୋଇଯାଇଅଛି । ଆମେ ଉନ୍ନତ ଜ୍ଞାନ କୌଶଳ ସହିତ ଷ୍ଟୁଡିଓ ପ୍ରସାରଣ ୨୪ ଘଣ୍ଟା ଫେସବୁକ୍ ଲାଇଭ୍ ପ୍ରସାରଣ କରିବୁ।ଓଡ଼ିଶାରେ ୩୦ ଜିଲ୍ଲା ରୁ ୩୦ ଜଣ ଜିଲ୍ଲା ପ୍ରତିନିଧି ସହିତ ୩୧୪ ଟି ବ୍ଲକ୍ ରେ ୩୧୪ ଟି ବ୍ଲକ୍ ପ୍ରତିନିଧି ବଛା ବଛା ଦକ୍ଷ ପ୍ରତିନିଧି ମାନଙ୍କୁ ରଖିବୁ।ଯେଉଁମାନେ ବର୍ତ୍ତମାନ ଆମ ସହିତ ଯୋଡି ହେଇଛନ୍ତି ବହୁତ୍ ଶୀଘ୍ର ଆପଣ ମାନେ I'd card, joining letter, DI & PRO Information latter,, collector information latter, SP information latter, ପାଇବେ। ପ୍ରକାଶ ଥାଉକି :- ଯେଉଁ ମାନେ "କ୍ରାନ୍ତିଖଡୁ" ମାସିକ ସମ୍ବାଦ ପତ୍ରରେ ସାମ୍ବାଦିକତା କରିବେ ତାଙ୍କୁ ଆମେ ODISHA UNION OF WORKING JOURNALIST (OUWJ) Affiliated to Indian Journalist Union (IJU) ସଦସ୍ୟତା ପାଇଁ ଭୁବନେଶ୍ୱର ପଠାଇବୁ ! ଏହାଛଡା ଆମ କାର୍ଯ୍ୟକାରଣୀ ସହଯୋଗୀ ସଦସ୍ୟଙ୍କ ନାମ ସହ ଫଟୋ ପ୍ରତ୍ୟେକ ପ୍ରକାଶନୀରେ ପ୍ରକାଶ କରିବାସହ ତାଙ୍କ ନାମ ଲେଟର‐ପେଡରେ ଜୋଡାଯିବ !ଯେଉଁମାନେ ଆମସହ ଯୋଡି ହେବାକୁ ଚାହୁଁଛନ୍ତି !ସେଥିପାଇଁ ଆପଣ ମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ସହିତ registration fees ଦେବାକୁ ପଡ଼ିବ।Documents1 -Adhaar card2-voter card3 -education certificate4 -police verification certificate5 -Recent Passport size photo6 -Blood group7 -WhatsApp number8 - pancard9- Residen certificate10- Registration Fee's May 15, 2021 Read more
Comments
Post a Comment